Testo Patu Patu Patigala - Mukesh
Testo della canzone Patu Patu Patigala (Mukesh), tratta dall'album Patu Patu Patigala
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ, ଚାହେଁ ସେ ବୁଲି-ବୁଲି
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ ଚାହେଁ ସେ ବୁଲି-ବୁଲି (ନାଇଁ ମ)
ଆଖିରେ ମତେ ପଢେଇଦିଏ ପ୍ରେମ ପାଠ ରେ
କଣେଇ ଚାହେଁ ପଛକୁ ବୁଲି ସାଙ୍ଗ ମେଳରେ (ସତେ କି?)
ଆଖିରେ ମତେ ପଢେଇଦିଏ ପ୍ରେମ ପାଠ ରେ
କଣେଇ ଚାହେଁ ପଛକୁ ବୁଲି ସାଙ୍ଗ ମେଳରେ (ନାଇଁ ମ)
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ ଚାହେଁ ସେ ବୁଲି-ବୁଲି (ମୁଁ ତ ଚାହୁଁଥିଲି)
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ ଚାହେଁ ସେ ବୁଲି-ବୁଲି
କିଏ କହେ ଉର୍ବସୀ ସେ କିଏ ମେନକା
ତା ପଛରେ ପଡିଯାନ୍ତି ବାତରା ଟୋକା
କାହାକୁ ସେ କହେ ନାହିଁ ଅଛି ମୁଁ ଫାଙ୍କା
Boyfriend ମୋର ପୁରା କାଚମାର୍କା (ହଁ, ତୁ ଦେଖିଥିଲୁ ଆଉ)
କିଏ କହେ ଉର୍ବସୀ ସେ କିଏ ମେନକା
ତା ପଛରେ ପଡିଯାନ୍ତି ବାତରା ଟୋକା
କାହାକୁ ସେ କହେ ନାହିଁ ଅଛି ମୁଁ ଫାଙ୍କା
Boyfriend ମୋର ପୁରା କାଚମାର୍କା (ଜମା ଫାଙ୍କା ନାହିଁ)
ଅବୁଝା ଯିଏ ଅଛ ମଣି ବୁଝି ଯାଅ ରେ
ତା ସାଥିରେ ଖେଳ ମୋର ଶହେ ଶହେରେ
ଅବୁଝା ଯିଏ ଅଛ ମଣି ବୁଝି ଯାଅ ରେ
ତା ସାଥିରେ ଖେଳ ମୋର ଶହେ ଶହେରେ (କଉ ଖେଳ ବେ?)
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ ଚାହେଁ ସେ ବୁଲି-ବୁଲି
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ ଚାହେଁ ସେ ବୁଲି-ବୁଲି (ମୁଁ ଚାହୁଁଥିଲି)
ଆଖି ତୋର ମସ୍ତ୍-ମସ୍ତ୍, ଓଠ ପିଆଲା
ସେ ଓଠର କଥା ସବୁ ଲାଗେ ନିଆରା
Sweet sweet ହସ ତୋର ମନ କିଣିଲା
ନ ପାଇଲେ ତାକୁ ରହିଯିବି କୁଆଁରା (ରହିଯା, ରହିଯା)
ଆଖି ତୋର ମସ୍ତ୍-ମସ୍ତ୍, ଓଠ ପିଆଲା
ସେ ଓଠର କଥା ସବୁ ଲାଗେ ନିଆରା
Sweet sweet ହସ ତୋର ମନ କିଣିଲା
ନ ପାଇଲେ ତାକୁ ରହିଯିବି କୁଆଁରା
କିଏ କହେ କିଛି ହେଲେ ତା ନାଁରେ
ଲିଭେଇଦେବି ବତି ତାର ଆଲୁ ଆଗରେ
କିଏ କହେ କିଛି ହେଲେ ତା ନାଁରେ
ଲିଭେଇଦେବି ବତି ତାର ଆଲୁ ଆଗରେ (ଯା ଲିଭେଇଦେ ଯା)
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ ଚାହେଁ ସେ ବୁଲି-ବୁଲି
ପଟୁ-ପଟୁ ପଟିଗଲା slim figure वाली
ଯେଉଁ ଗଳିରେ ଦେଖା ହୁଏ ଚାହେଁ ସେ ବୁଲି-ବୁଲି
ଆଖିରେ ମତେ ପଢେଇଦିଏ ପ୍ରେମ ପାଠ ରେ
କଣେଇ ଚାହେଁ ପଛକୁ ବୁଲି ସାଙ୍ଗ ମେଳରେ
ଆଖିରେ ମତେ ପଢେଇଦିଏ ପ୍ରେମ ପାଠ ରେ
କଣେଇ ଚାହେଁ ପଛକୁ ବୁଲି ସାଙ୍ଗ ମେଳରେ
(ପଟୋଉ ପଟୋଉ ପୁରା ପଟେଇଦେଲା ରେ)
Credits
Writer(s): Milan Mohapatra, Diptimayee Das, Silk Music Private Limited
Lyrics powered by www.musixmatch.com
Link
Disclaimer:
i testi sono forniti da Musixmatch.
Per richieste di variazioni o rimozioni è possibile contattare
direttamente Musixmatch nel caso tu sia
un artista o
un publisher.